ଅଦ୍ୟ ତା ୧୫ ଜୁନ ୨୦୨୩ ଗୁରୁବାର ଦିନ "ଭଏସ ଅଫ୍ ଆଲୋକ" କର୍ମକର୍ତ୍ତାଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସଂଘର କମିଟି ଗଠନ ହୋଇଯାଇଛି।📌
ସଭାପତି - ଗଛ ମଣିଷ ତ୍ରିଲୋଚନ ସାହୁ
ସମ୍ପାଦକ - ଆଲୋକ କୁମାର ପଣ୍ଡା
ଯୁଗ୍ମ ସମ୍ପାଦକ - ଭାଗ୍ୟବନ୍ତ ମହାଲିଙ୍ଗ
କୋଷାଧ୍ୟକ୍ଷ - ଚନ୍ଦନ ମିଶ୍ର
ମୋଡେରେଟର- ଅର୍ପିତାରାଣୀ ମେହେର
ଆଗାମୀ ଦିନରେ " ପ୍ରତିଭାର ଖୋଜ୍ " କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଯୋଜନା ଅଛି ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
No comments:
Post a Comment